Download Now Banner

This browser does not support the video element.

ଝାରସୁଗୁଡା: କାଳୀମନ୍ଦିର ନିକଟରେ ଜେସିଆଇ କୁଇନ ଝାରସୁଗୁଡା ଓ ସ୍ପାଇନ ଫିଜିଓଥେରାପି ପକ୍ଷରୁ ମାଗଣା ଫିଜିଓଥେରାପି ସ୍ବାସ୍ତ୍ୟ ଶିବିର ଆୟୋଜିତ

Jharsuguda, Jharsuguda | Aug 24, 2025
ଝାରସୁଗୁଡା ଜିଲ୍ଲା କାଳୀମନ୍ଦିର ନିକଟ ସ୍ପାଇନ ଫିଜିଓଥେରାପି ଠାରେ ଜେସିଆଇ କୁଇନ ଝାରସୁଗୁଡା ଓ ସ୍ପାଇନ ଫିଜିଓଥେରାପି ପକ୍ଷରୁ ଆଜି ସକାଳ ସାଢେ ଆଠଟା ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଏକ ମାଗଣା ଫିଜିଓଥେରାପି ସ୍ବାସ୍ତ୍ୟ ଶିବିର ଆୟୋଜିତ ହୋଇଯାଇଛି। ଆୟୋଜିତ ଏହି ଶିବିରରେ ଅଣ୍ଟା ବିନ୍ଧା, ସ୍ପଣ୍ଡି ଲାଇଟିସ , ପାରାଲିସସ,ବାତ, ଗୋଇଠି ଯନ୍ତ୍ରଣା, ସ୍ନାୟୁ ଜନିତ ରୋଗ ସହିତ ସୁଧା ଅବସ୍ତି ଙ୍କ ଦ୍ଵାରା ମାଗଣା ସ୍କିନ ଓ ହେୟାର ଏନାଲିସିସ କରାଯାଇଥିଲା। ଆୟୋଜିତ ଏହି ମାଗଣା ଶିବିରରେ ୪୦ ରୁ ଉର୍ଦ୍ଧ୍ବ ଜନସାଧାରଣ ମାଗଣା ଚିକିତ୍ସା କରାଇଥିଲେ।
Read More News
T & CPrivacy PolicyContact Us