This browser does not support the video element.
ଜୟପୁର: ଦେଶୀ ଓ ଭାଟି ମଦ ଚାଲାଣ ବେଳେ ନାରାୟଣତୋଟା ସାହି ରେ ଜୟପୁର ଅବକାରୀ ଥାନାର ଚଢ଼ାଉ, ଜଣେ ଗିରଫ
Jeypore, Koraput | Sep 1, 2025
ଦେଶି ଓ ଭାଟି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ଜଣେ ମହିଳା ଅଭିଯୁକ୍ତ ଗିରଫ କରିଛି । ସୁଚନା ଅନୁଯାଇ ଏକ ଦେଶୀ ଓ ଭାଟି ମଦ ଚାଲାଣ ସୂଚନା ପାଇଁ ନାରାୟଣ ତୋଟା ସାହିରେ ଚଢ଼ାଉ କରିଛି ଳ ଚଢ଼ାଉ କରି ଦେଶୀ ଓ ଭାଟି ମଦ 9 ଲିଟର ଜବତ କରି ମହିଳା ଅଭିଯୁକ୍ତ କୁ ଗିରଫ କରିଛି l ଗିରଫ ମହିଳା ଅଭିଯୁକ୍ତ କୁ ଆଜି ଅପରାହ୍ନ 4ଟାରେ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶରି ହରିନ ସୁଚନା ଦେଇଛନ୍ତି ।