This browser does not support the video element.
ରାଇଘର: ଶିକ୍ଷକ ଙ୍କୁ ବିରୋଧ କରି ସ୍କୁଲରେ ତାଲା
Raighar, Nabarangpur | Sep 22, 2025
ପ୍ରଧାନ ଶିକ୍ଷକ ଚନ୍ଦନ କୁମାର ସେଠି ଙ୍କ ବଦଳି କୁ ବାତିଲ କରିବାକୁ ନେଇ ପ୍ରତିବାଦ। ରାଇଘର ବ୍ଲକ ହଳଦୀ ପଂଚାୟତ ର ମଞ୍ଜୁଷାପାରା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚନ୍ଦନ କୁମାର ସେଠି ଙ୍କ ଆଦିବାସୀ ଭାରସୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବଦଳି ହୋଇଥିବା ବେଳେ ଏହି ବଦଳି କୁ ବିରୋଧ କରି ବିଦ୍ୟାଳୟ ଫାଟକରେ ତାଲା ମାରିଲେ ଗ୍ରାମବାସି ଏବଂ ମଞ୍ଜୁସାପାରା ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ରାଜେନ୍ଦ୍ର ନାଗେଶ ବଦଳି ହୋଇ ଆସିଥିବାରୁ ରାଜେନ୍ଦ୍ର ନାଗେଶ ଙ୍କୁ ବିରୋ