Download Now Banner

This browser does not support the video element.

ଜଗତସିଂହପୁର: ଜିଲ୍ଲା ଅବକାରୀ ବିଭାଗ ର ମୋବାଇଲି ଟିମ ପକ୍ଷରୁ ନୂଆପୋଲ ଛକ ନିକଟରେ ଚଢ଼ାଉ 55 ଗ୍ରାମର ବ୍ରାଉନ ସୁଗାର ଜବତ ସହ ଅଭିଯୁକ୍ତ ଗିରଫ

Jagatsinghapur, Jagatsinghpur | Sep 11, 2025
ଜିଲ୍ଲା ଅବକାରୀ ବିଭାଗ ର ମୋବାଇଲି ଟିମ ପକ୍ଷରୁ ନୂଆପୋଲ ଛକ ନିକଟରେ ଚଢ଼ାଉ 55 ଗ୍ରାମର ବ୍ରାଉନ ସୁଗାର ଜବତ ସହ ଅଭିଯୁକ୍ତ ଗିରଫ l ସୂଚନା ମୁତାବକ ଅବକାରୀ ବିଭାଗ ର ମୋବାଇଲି ଟିମ ପକ୍ଷରୁ ନୂଆପୋଲ ଛକ ନିକଟରେ ଚଢ଼ାଉ 55 ଗ୍ରାମର ବ୍ରାଉନ ସୁଗାର ଜବତ ସହ ଅଭିଯୁକ୍ତଅବଦୁଲ ସତ୍ତର କୁ ଗିରଫ କରିଥିଲେ l
Read More News
T & CPrivacy PolicyContact Us