This browser does not support the video element.
ଉଦଳା: ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ପୌରପରିଷଦ ଓ ୩ ଟି ନୂଆ NAC ଘୋଷଣା କଲେ ରାଜ୍ୟ ସରକାର
Udala, Mayurbhanj | Aug 31, 2025
ରବିବାର ନିଖିଳ ସ୍ୱାୟତ୍ତ ଶାସନ ଦିବସ ୨୦୨୫ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ କୁ ପୌରପରିଷଦ ଏବଂ କପ୍ତିପଦା, ଯଶିପୁର ଓ ରାସଗୋବିନ୍ଦପୁର କୁ ବିଜ୍ଞାପିତ ଅଞ୍ଚଳ ରେ ସାମିଲ କରିଛନ୍ତି ରାଜ୍ୟ ସରକାର। ଏନେଇ ଆଜି ଦିନ ପ୍ରାୟ ୨.୩୦ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଡ ଘୋଷଣା କରିଛନ୍ତି। ତେବେ ଏହି ଘୋଷଣା ପରେ ସବୁଆଡେ ଖୁସିର ଲହରୀ ଖେଳିଯାଇଛି।