This browser does not support the video element.
ବଲାଙ୍ଗୀର: ରାଜୀବନଗର ନିକଟରେ ଅବୈଧ କଫ୍ ସିରଫ ଚାଳାଣ, ୬୦ ବୋତଲ ସହ ଜଣେ ଅଭିଯୁକ୍ତ ଗିରଫ
Balangir, Balangir | Sep 9, 2025
ବଲାଙ୍ଗୀର ଟାଉନ ଥାନା ପୋଲିସ୍ର ଅଭିଯାନରେ ଅବୈଧ କଫ୍ ସିରାପ୍ ବ୍ୟାପାରି ଗିରଫ।ପୋଲିସ କୁ ମିଳିଥିବା ମିଳିଥିବା ସୂଚନା ଅନୁଯାୟୀ ରାଜୀବ ନଗର ନିକଟରେ ମୋଟରସାଇକେଲରେ କଫ ସିରାପ୍ ବହନ କରୁଥିବା ଜିତେନ୍ଦ୍ର ସାହୁଙ୍କୁ ପୋଲିସ୍ ଧରିବାରେ ସଫଳ ହୋଇଥିଲେ। ଘଟଣା ସ୍ଥଳରେ ତଦନ୍ତ ସମୟରେ ୬୦ ବୋତଲ Eskuf Cough Syrup, ଗୋଟିଏ OPPO ମୋବାଇଲ୍ ଓ ୯୪୦୦ ଟଙ୍କା ଜବତ କରାଯାଇଛି। ଏହି ଘଟଣା ସହିତ NDPS ଆଇନରେ ମାମଲା ରୁଜୁ କରାଯାଇଥିବାବେଳେ, SI ସୁଗ୍ୟାନ କୁମାର ବରିକଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। SPଙ୍କ ନିର୍ଦ୍ଦେଶରେ Insp. A.K. Sahu, SI ଦେବାଶିଷ ସତ୍ୟପଥୀ, SI ସଙ୍ଗୀତା ବେକ ଓ