This browser does not support the video element.
ମୋହନା: ପାରଳାଖେମୁଣ୍ଡି: କାଳିଆପଟା ନିକଟରେ ଗଛ ପଡି ଯୋଗା ଯୋଗ ବିଛିନ୍ନ
Mohana, Gajapati | Jul 17, 2024
ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ପଂଚାୟତ ନିକଟ କାଳିଆପଟା ଠାରେ ବୁଧୁବାର 4ଟା ରେ ବିରାଟ କାୟା ବଡ଼ ଗଛ ପଡି ରାସ୍ତା ଅବରୋଧ ରହିଛି ପ୍ରବଳ ବର୍ଷା ରେ ଢଳିଛି ଗଛ ଚାନ୍ଦିପୁଟ ମୋହନା ଯୋଗା ଯୋଗ ବିଛିନ୍ନ ଅଗ୍ନି ଶମ ବିଭାଗ କୁ ସୂଚନା ଦିଆଯଇଛି