This browser does not support the video element.
ଛତ୍ରପୁର: ବ୍ରହ୍ମପୁର ଗୋଲାପଲ୍ଲୀ ସାହିରେ ଗରିମା ପ୍ରକୋଷ୍ଠର ଶୁଭାରମ୍ଭ କଲେ ମେୟର ଓ କମିଶନର
Chhatrapur, Ganjam | Aug 24, 2025
ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ଗରିମା ପ୍ରକୋଷ୍ଠ ଗୃହର ଶୁଭ ଉଦ୍ଘାଟନ ହୋଇଯାଇଛି। ରବିବାର ଅପରାହ୍ନରେ ୧୦ ନମ୍ବର ଓ୍ବାର୍ଡର ଗୋଲାପଲ୍ଲୀ ସାହି ସାହି ଠାରେ ଏବଂ ୨୩ ନମ୍ବର ଓ୍ବାର୍ଡରେ ଏହି ପ୍ରକୋଷ୍ଠର ଶୁଭାରମ୍ଭ ହୋଇଛି ।ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ ବିବେକ ରେଡ୍ଡୀ ଓ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିକ୍ରେକଂ ସମେତ ସ୍ଥାନୀୟ କର୍ପୋରେଟର, ବିଇଏମସି କର୍ମଚାରୀ, ସଫେଇ କର୍ମଚାରୀ ମାନେ ଉପସ୍ଥିତ ଥିଲେ।