This browser does not support the video element.
କାକଟପୁର: ପ୍ରେମ ରେ ପ୍ରତାରଣା, କାକଟପୁର ଥାନାରେ ପ୍ରେମିକା ଆଣିଲା ପ୍ରେମିକ ନାଁ ରେ ଅଭିଯୋଗ
Kakatpur, Puri | Sep 2, 2025
ପ୍ରେମ ସମ୍ପର୍କ ପରେ ପ୍ରତାରଣା :-ପ୍ରେମିକ ପ୍ରବର ନାଁରେ ପ୍ରେମିକାର ଅଭିଯୋଗ :-ପୋଲିସ ସହାୟତା ଜରୁରୀ କାଳୀନ ଅଭିଯୋଗ ପରେ ସହାୟତା ମିଳିଲା ନାହିଁ କାକଟପୁର /ଅସ୍ତରଙ୍ଗ :-(ଶୁଭାଶିଷ ଖଣ୍ଡୁଆଳ )୦୧/୦୯:-ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଏକ ୧୭ବର୍ଷୀୟ ନାବାଳିକା କୁ ରଙ୍ଗ ନମ୍ବର ରେ କଲ କରି ପ୍ରେମ ଜାଲରେ ଫସାଇବା ସହ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ନେଇ କାକଟପୁର ଥାନାରେ ନାବାଳିକା ଜଣକ ଅଭିଯୋଗ କରିଛନ୍ତି। ଖବର ମୁତାବକ ପୁରୀ ଜିଲ୍ଲା କାକଟପୁର ଥାନା ଅଂଚଳର ଜଣେ ୧୭ବର୍ଷୀୟ ନାବାଳିକା କୁ ଏକ ରଙ୍ଗ ନମ୍ବରରୁ କାକଟପୁର