Download Now Banner

This browser does not support the video element.

ବୌଦ୍ଧ ସଦର: ଆସନ୍ତାକାଲି ସକାଳ ୮.୩୦ପର୍ଯ୍ୟନ୍ତ ୩୦ରୁ୪୦କିଲୋମିଟର ବେଗରେ ପବନ ସାହିତ ବିଜୁଳି ଓ ଘଡ଼ଘଡ଼ି ହେବା ନେଇ ବୌଦ୍ଧ ଜିଲ୍ଲାକୁ ଏଲୋ ୱାର୍ଣ୍ଣିଙ୍ଗ

Baudh Sadar, Boudh (Bauda) | Sep 12, 2025
ରାଜ୍ୟରେ କିଛି ଦିନ ହେବ, ବର୍ଷା, ବିଜୁଳି ଓ ଘଡଘଡ଼ି ସାହି ୩୦ରୁ ୪୦କିଲୋମିଟର ବେଗରେ ପବନ ବହୁଥିବା ବେଲେ l ଆସନ୍ତା କାଲୀ ଶନିବାର ୧୩ତାରିଖରେ ବୌଦ୍ଧ ଜିଲ୍ଳାରେ ୩୦ରୁ୪୦କିଲୋମିଟର ବେଗରେ ପବନ ବହିବା ସାହିତ ବିଜୁଳି ଓ ଘଡଘଡି ହେବାର ନେଇ ବୌଦ୍ଧ ଜିଲ୍ଳାକୁ ଏଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି l ଏନେଇ ଆଜିମାଧ୍ୟାନ୍ହ ୨ଟା ସମୟରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି l
Read More News
T & CPrivacy PolicyContact Us