Download Now Banner

This browser does not support the video element.

ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗୋକଣ୍ନପୁର ଗ୍ରାମ ସମବାୟ ସମିତିରେ ସାର ବଣ୍ଟନରେ ବିଳମ୍ଵ । ଚାଷୀଙ୍କ ବହୁ ସମୟ ଧରି ଲମ୍ଵା ଲାଇନ ।

Digapahandi, Ganjam | Sep 4, 2025
ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗୋକଣ୍ନପୁର ଗ୍ରାମ ସମବାୟ ସମିତିରେ ସାର ବଣ୍ଟନରେ ବିଳମ୍ଵ । ଚାଷୀଙ୍କ ବହୁ ସମୟ ଧରି ଲମ୍ଵା ଲାଇନ । ଏହି ଭଳି ଦୃଶ୍ୟ ଅ।ଜି ଦିନ 10 ଘଣ୍ଟ ସମୟରେ ଦେଖିବାକୁ ମିଳିଥିବା ବେଳେ ଗୋକଣ୍ନପୁର ତଥା ଅ।ଖପାଖ ଅଂଚଳର ଶତାଧିକ ଚାଷୀ ସାର ସଂଗ୍ରହ ପାଇଁ ଲମ୍ଵା ଲାଇନ ଲଗାଇଥିଲେ । ଏମିତି କି ସିରିୟଲ ଅନୁଷାରେ ସାର ବଣ୍ଟନ କରାଯାଉଥିବା ଜଣାପଡିଥିବା ବେଳେ ସାର ସଂଗ୍ରହ ପାଇଁ ଲମ୍ଵା ଲାଇନ ଲାଗିଥିଲା । ଏହି ଲମ୍ଵା ଲାଇନ ବହୁ ସମୟ ଧରି ଲାଗି ରହିଥିବାର ଖବର ମିଳିଛି ।
Read More News
T & CPrivacy PolicyContact Us