Download Now Banner

This browser does not support the video element.

କୋଟପାଡ: କୋଟାଛକରେ ଜୋର ଧରିଲା ଐତିହାସିକ ପାତ୍ରପୁଟ ଲୁହା ପୋଲ ସୁରକ୍ଷା ଦାବୀ l

Kotpad, Koraput | Sep 4, 2025
ଜୋର ଧରିଲା ଐତିହାସିକ ପାତ୍ରପୁଟ ଲୁହା ପୋଲ ସୁରକ୍ଷା ଦାବୀ l ବ୍ରିଟିଶ ଅମଳର ଲୁହା ବ୍ରିଜ୍ ଏବେ ବିପଦ ସଂକୁଳ ଅବସ୍ଥାରେ l ଏହାର ସୁରକ୍ଷା ନିମନ୍ତେ ରାଜ ରାସ୍ତାରେ ବିକ୍ଷୋଭ ପଦର୍ଶନ କରିଛନ୍ତି ଗ୍ରାମବାସୀ l ରାଞ୍ଚି - ବିଜୟୱାଡା 326 ନମ୍ୱର ଜାତୀୟ ରାଜପଥ ପାତ୍ରପୁଟ ନିକଟରେ ଏଭଳି ଦେଖିବାକୁ ମିଳିଛି l ବ୍ରିଟିଶ ଅମଳରେ କୋଲାବ ନଦୀ ଉପରେ 1931 ମସିହାରେ ନିର୍ମିତ ଲୁହା ବ୍ରିଜ୍ ଏବେ ବିପଦ ସଂକୁଳ ଅବସ୍ଥାରେ l ଆନ୍ଦ୍ର, ତେଲେଙ୍ଗାନା, ଛତିଶଗଡ ସହ ମାଛକୁଣ୍ଡ ଏବଂ ଗୁପ୍ତେଶ୍ୱର ଭଳି ଦର୍ଶନୀୟ ସ୍ଥାନକୁ ଯିବାକୁ ହେଲେ ଏହି ଲୁହା ପୋଲ ପାର ହେବାକୁ ପଡେ l ଏଣୁ ଏହାର ସୁରକ୍ଷା ଜରୁରୀ
Read More News
T & CPrivacy PolicyContact Us