Download Now Banner

This browser does not support the video element.

ଧର୍ମଶାଳା: ବରି ବାଲିଆପାଳ ଗ୍ରାମରୁ ପ୍ରତିକ୍ରିୟା ପ୍ରକାଶ କଲେ ହୁମଗାର୍ଡ ପ୍ଲାଟୁନ କମାଣ୍ଡର ରଞ୍ଜନ କୁମାର ମଲ୍ଲିକ

Dharmasala, Jajpur | Aug 24, 2025
ପ୍ରତିକ୍ରିୟା ପ୍ରକାଶ କଲେ ହୁମଗାର୍ଡ ପ୍ଲାଟୁନ କମାଣ୍ଡର ରଞ୍ଜନ କୁମାର ମଲ୍ଲିକ । ବିଭିନ୍ନ ଦାବୀ ନେଇ ସେ ବାରମ୍ବାର ସରକାରଙ୍କ ଦ୍ଵାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ପୂରଣ ନହେଲେ ସେ କାଲି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ବାଲିଆପାଳ ଗ୍ରାମ ସ୍ଥିତ ବାସ ଗୃହରୁ ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
Read More News
T & CPrivacy PolicyContact Us