Download Now Banner

This browser does not support the video element.

ବୀରମହାରାଜପୁର: ଉଲୁଣ୍ଡା ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ୪0 ତମ ଜାତୀୟ ଚକ୍ଷୁ ଦାନ ପକ୍ଷପାଳିତ

Biramaharajpur, Subarnapur (Sonepur) | Sep 3, 2025
ଉଲୁଣ୍ଡା ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ୪0 ତମ ଜାତୀୟ ଚକ୍ଷୁ ଦାନ ପକ୍ଷପାଳିତ ହୋଇଯାଇଛି l ମହାବିଦ୍ୟାଳୟ ର ଅଧକ୍ଷ ଡ଼. ଦେବାଶିଷ ପାଣ୍ଡିଆ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ, ଅନ୍ୟତମ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା ତ୍ରିବିକ୍ରମ ପାଣ୍ଡିଆ, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ଯୋଗଦେଇ ଚକ୍ଷୁ ଦାନ ପକ୍ଷ ପାଳନର ତତ୍ଵର୍ୟ ଉପରେ ବୁଝାଇବା ସହିତ ଚକ୍ଷୁ ଦାନ
Read More News
T & CPrivacy PolicyContact Us