This browser does not support the video element.
ଫୁଲବାଣୀ ସହର: ଫିରିଙ୍ଗିଆ ଠାରେ ଲୁଇସିଂ କୁଇ ସମାଜ ଉପଶାଖା ପାଇଁ ଜମି ପ୍ରଦାନ ସହ ରେକର୍ଡ଼ ଭୁକ୍ତ ପତ୍ର ନିମନ୍ତେ ନିବେଦନ ପତ୍ର ପ୍ରଦାନ
Phulabani Town, Kandhamal | Aug 26, 2025
ଫିରିଙ୍ଗିଆ, ଲୁଇସିଂ କୁଇ ସମାଜ ଉପଶାଖା ପାଇଁ ଜମି ପ୍ରଦାନ ସହିତ ରେକର୍ଡ଼ ଭୁକ୍ତ ପତ୍ର ନିମନ୍ତେ ନିବେଦନ ପତ୍ର ପ୍ରଦାନ କରିଛନ୍ତି କୁଇକଳ ସମତି, ଏହି ଦାବିପତ୍ର ଟି ମଙ୍ଗଳବାର ଦିନ 11ଘଣ୍ଟିକାସମୟରେ ଫିରିଙ୍ଗିଆ ତହସିଲଦାର ଙ୍କୁ ପ୍ରଦାନ କରାଯାଇଛି ଉକ୍ତ ଦାବିପତ୍ର ରେ ଉଲ୍ଲେଖ ରହିଛି ଯେ ଲୁଇସିଂ କୁଇ ସମାଜ ଉପଶାଖା ଯାହା କୁଇ ସମାଜ ସେବା ସମିତି, ଫୁଲବାଣୀର ଅଂଶ ବିଶେଷ ଅଟେ ଏକ ପୁରୁଣା ଅନୁଷ୍ଠାନ ଭାବେ ଆମେ ବେଶ୍ ଜାଣାଶୁଣା । ଆମ ଅଞ୍ଚଳ ଗୋଟିଏ ଉପାନ୍ତ ଅଞ୍ଚଳ ଯାହା ଫିରିଙ୍ଗିଆ ତହସିଲ ଏବଂ ଗୋଛାପଡ଼ା ଥାନା ଅନ୍ତର୍ଗତରେ ଅବସ୍ଥିତ । ଆମେ ଆମ ସମାଜର ବିଭିନ୍ନ କାର୍ଯ୍ୟକ୍ରମ ନ