This browser does not support the video element.
ବସ୍ତା: ଗଣେଷ ପୂଜା ମୂର୍ତ୍ତି ବିସର୍ଜରେ ଡିଜେ ବଜାଇବା ନିଷେଧ,ବାଲିଆପାଳ କମର୍ଦ୍ଦା ମୁଖ୍ଯରାସ୍ତାର ସୁବର୍ଣ୍ଣରେଖାବ୍ରିଜ ନିକଟରେ ଟାୟାର ଜାଳି ରାସ୍ତା
Basta, Balasore | Aug 31, 2025
ଗଣେଷ ପୂଜା ମୂର୍ତ୍ତି ବିସର୍ଜନ ରେ ଡିଜେ ବଜାଇବା ପାଂଇ ପ୍ରଶାସନ ଅନୁମତି ନଦେବାରୁ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ପୂଜା କମିଟି ର ସଦସ୍ଯ, ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତ ରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଗଣଷ ପୂଜା ମଣ୍ତପ ରେ ଆଜି ସଂଧ୍ଯା ରେ ଭଷାଣି ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଭସାଣି ଉତ୍ସବ ରେ ଡିଜେ ବଜାଇବା ପାଂଇ କଟକଣା ଲଗାଇଛନ୍ତି, ଯାହାକୁ ବିରୋଧ କରି ପୂଜା କମିଟି ର ସଦସ୍ଯ ମାନେ ବାଲିଆପାଳ - କମର୍ଦ୍ଦା ମୁଖ୍ଯ ରାସ୍ତା ର ସୁବର୍ଣ୍ଣରେଖା ବ୍ରିଜ ନିକଟରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି,