Download Now Banner

This browser does not support the video element.

ରାଇରଙ୍ଗପୁର ସହର: ରାଇରଙ୍ଗପୁର ଠାରେ ବିର୍ସା ମୁଣ୍ଡାଙ୍କ  ବଳିଦାନ ଦିବସ ପାଳନ,ଯୋଗ ଦେଲେ ମନ୍ତ୍ରୀ ଓ ସାଂସଦ

Rairangpur Town, Mayurbhanj | Jun 9, 2025
ସ୍ୱାଧୀନତା ସଂଗ୍ରାମର ମହାନାୟକ ଭଗବାନ ବିର୍ସା ମୁଣ୍ଡାଙ୍କ ତାଙ୍କ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ଉପଲକ୍ଷେ ମୟୁରଭଞ୍ଜ ଜ଼ିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚା ତରଫରୁ ରାଇରଙ୍ଗପୁର ଠାରେ ଏକ ବିଶାଳ ସଭା ଆଜି ଦିବା ୧୨ ଘଟିକା ସମୟରେ  ଆୟୋଜିତ ହେଇ ଯାଇଛି। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ  ମୟୁରଭଞ୍ଜ ସାଂସଦ ଶ୍ରୀ ନବ ଚରଣ ମାଝୀ ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ରାଇରଙ୍ଗପୁର ବିଧାୟକ ଶ୍ରୀ ଜୋଲେନ ନାଏକ ରାଜ୍ୟ ସମ୍ପାଦକ ଶ୍ରୀ ନବୀନ ରାମ ଜ଼ିଲ୍ଲା ସଭାପତି ଜୁରୀଲାଲ ଙ୍କ ସହିତ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us