This browser does not support the video element.
ଜଗତସିଂହପୁର: କୁଜଙ୍ଗ ପୋଲିସ ପକ୍ଷରୁ ନରେନ୍ଦ୍ରପୁର ଛକ ନିକଟରେ ବ୍ରାଉନ ସୁଗାର ଜବତ ଘଟଣା ରେ ପୋଲିସ ର ସାମ୍ବାଦିକ ସମ୍ମିଳନୀ
Jagatsinghapur, Jagatsinghpur | Sep 8, 2025
କୁଜଙ୍ଗ ପୋଲିସ ପକ୍ଷରୁ ନରେନ୍ଦ୍ରପୁର ଛକ ନିକଟରେ ବ୍ରାଉନ ସୁଗାର ଜବତ ଘଟଣା ରେ ପୋଲିସ ର ସାମ୍ବାଦିକ ସମ୍ମିଳନୀ l ସୂଚନା ମୁତାବକ କୁଜଙ୍ଗ ପୋଲିସ ର ଗୋଟେ ଟିମ ବିଶେଷ ସୂତ୍ରରୁ ସୂଚନା ପାଇଁ ନରେନ୍ଦ୍ରପୁର ଛକ ନିକଟରେ ଚଢ଼ାଉ କରି 16 ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ ସହ ନଗଦ 17 400 ଟଙ୍କା ଜବତ କରିବା ସହିତ ଏହି କାରବାର ରେ ସମ୍ପୃକ୍ତ ସେହି ଅଞ୍ଚଳ ର ବିକାଶ ନାୟକ ଓ ପ୍ରକାଶ ଚନ୍ଦ୍ର କୁଅଁର କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ l