Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ଏସପି ଅଫିସ ସୂଚନା ଅନୁଯାୟୀ ପ୍ଲାଣ୍ଟସାଇଟ ପୋଲିସ ସେକ୍ଟର ୨୧,ସ୍ଥିତ କଂଗ୍ରେସ ଭବନ ପଛପଟୁ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ ସହ maran

Raurkela M, Sundargarh | Aug 24, 2025
ଅଗଷ୍ଟ ୨୪ତାରିଖ ଏସପି ଅଫିସର ଅପରାହ୍ନ ସୂଚନା ଅନୁଯାୟୀ ତା ୨୩/୨୪.୦୮.୨୦୨୫ ରାତ୍ରି ସମୟରେ ପ୍ଲାଣ୍ଟ ସାଇଟ ଥାନା ପୋଲିସ ଏସଆଇ ଵି.ଵି.ଖଟେଇ ପୋଲିସ କର୍ମଚାରୀଙ୍କ ସହ ରାତି ପେଟ୍ରୋଲିଙ୍ଗ ଡ୍ୟୁଟି କରୁଥିବା ବେଳେ ଏକ ବିଶ୍ୱସ୍ତ ସୂଚନା ପାଇ ସେକ୍ଟର ୨୧ସ୍ଥିତ କଂଗ୍ରେସ ଅଫିସ ପଛପଟରେ ଥିବା ନିର୍ଜନ ପଡିଆରେ ଭୁଜାଲି, ଲୁହାରଡ଼,ଛୁରୀ ଭଳି ମାରଣାସ୍ତ୍ର ସହିତ ସଜ୍ଜିତ ଥାଇ ପଥଚାରି, ନିକଟବର୍ତ୍ତୀ ଘର, ଦୋକାନ, ପେଟ୍ରୋଲପମ୍ପ,ଇତ୍ୟାଦି ସ୍ଥାନରେ ଡକାୟତି କରିବା ପାଇଁ ପ୍ରସ୍ତୁତି ଯୋଜନା କରୁଥିବା ବେଳେ ପୋଲିସ ମାଡ଼ିବସିଲା,ପାଞ୍ଚ ଜଣଙ୍କୁ ଗିରଫ କରିଵା ସହ ମାରଣାସ୍ତ୍ର ଜବତ କରି କୋର୍ଟ ch
Read More News
T & CPrivacy PolicyContact Us