Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ତିନିଘରିଆ ଗଣେଶ ପୂଜା କମିଟିର ସଭାପତି,ସମ୍ପାଦକ ଓ କର୍ମକର୍ତ୍ତା ମଧୁପାଟଣା ଥାନା ଅଧିକାରୀ ଓ ଏସିପିଙ୍କୁ ଗୁରୁବାର ସମ୍ଭର୍ଦ୍ଧିତ କରିଛନ୍ତି
Cuttack M Corp PS, Cuttack | Aug 28, 2025
କଟକ ତିନିଘରିଆ ଗଣେଶ ପୂଜା କମିଟିର ସଭାପତି,ସମ୍ପାଦକ ଓ କର୍ମକର୍ତ୍ତା ମଧୁପାଟଣା ଥାନା ଅଧିକାରୀ ଓ ଏସିପିଙ୍କୁ ଗୁରୁବାର ସନ୍ଧ୍ୟା ୫ଟାରେ ସମ୍ଭର୍ଦ୍ଧିତ କରି ଆସନ୍ତା ୩୧ତାରିଖ ରବିବାର ଗଣେଶ ଭସାଣୀ ଉତ୍ସବ ନିମନ୍ତେ ନିମନ୍ତ୍ରଣ କରିଥିଲେ। ଗଣେଶପୂଜା ଭସାଣୀ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ପୁଲିସ ଅଧିକାରୀ ଓ ପୂଜାକମିଟି କର୍ମକର୍ତ୍ତା ଆଲୋଚନା କରିବା ସହ ଗଣେଶପୂଜା କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ପୁଲିସ ଅଧିକାରୀ ପ୍ରତିଶ୍ରୁତି ଦେଇଥିବା ସଭାପତି ଜଣାଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!