Download Now Banner

This browser does not support the video element.

ନର୍ଲା: ନର୍ଲା ଥାନା ଅଞ୍ଚଳର ଦୁଇ ବ୍ୟକ୍ତି ଙ୍କ ଦୁଇଟି ମୋବାଇଲ୍ ହଜିଯିବା ଘଟଣା ଆଜି ଥାନାରେ ଦୁଇ ବ୍ୟକ୍ତି ଅଭିଯୋଗ କରିଛନ୍ତି

Narala, Kalahandi | Aug 30, 2025
ନର୍ଲା ଥାନା ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ଙ୍କ ବ୍ୟବହୃତ ମୋବାଇଲ୍ ଫୋନ୍ କୌଣସି କାରଣରୁ ଦୁଇଟି ମୋବାଇଲ୍ ଫୋନ୍ ହଜି ଯାଇଥିଲା ଦୁଇ ବ୍ୟକ୍ତି ବହୁଟ ଖୋଜାଖୋଜି କରିଥିଲେ କିନ୍ତୁ ମୋବାଇଲ୍ ଫୋନ୍ ମିଳିପାରି ନ ଥିଲା ଏ ନେଇ ଆଜି ଶନିବାର ଦିନ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ଥାନରେ ଅଭିଯୋଗ କରିଛନ୍ତି
Read More News
T & CPrivacy PolicyContact Us