Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ଅବକାରୀ ବିଭାଗର ଏସ.ପି. ଯସକେତନ ବରିହାଙ୍କ ନିsର୍ଦେଶକ୍ରମେ ବ୍ରାହ୍ମ ଣୀତରଙ୍ଗଥାନାଅନ୍ତର୍ଗତ ସାରଳାଗ୍ରାମରେ ଚଢ଼ାଉକରି ୨୭୦ଲିଟର ମଦ

Raurkela M, Sundargarh | Sep 6, 2025
ସେପ୍ଟେମ୍ବର ୬ ତାରିଖ ରାଉରକେଲା ଅବକାରୀ ବିଭାଗର ଏସ.ପି. ଯଶକେତନ ବରିହା ପ୍ରାୟ ଅପରାହ୍ନ ୫ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଜଣାଇଲେ କି,ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ନିକଟବର୍ତ୍ତୀ ସାରଳା ଗ୍ରାମର ସରକାରୀ ଜାଗାରେ ଥିବା ଏକ ଭଗ୍ନ ଆସ୍ଥାୟୀଘରେ ଅବକାରୀ ମୋବାଇଲ ଷ୍ଟାଫ ଚଢ଼ାଉକରି ପ୍ରାୟ ୨୭୦ ଲିଟର ନକଲି ବିଦେଶୀ ମଦ,ଦୁଇଟି ସ୍କୁଟି, ୩ ଟି ମୋବାଇଲ ଫୋନ ଜବତ ସହ ଜଲଦା ସ୍ଥିତ 'A' ବ୍ଲକର ବାସିନ୍ଦା ପୁରୁଷ ଅଭିଯୁକ୍ତ ଶତ୍ରୁଗ୍ନ ପଶାୟତ, ଏବଂ ମହିଳା ଅଭିଯୁକ୍ତ ସୁକାନ୍ତି
Read More News
T & CPrivacy PolicyContact Us