Download Now Banner

This browser does not support the video element.

ନୂଆପଡା: ବିଷ କ୍ରିୟାରେ ଉଦ୍ୟାନବନ୍ଧ ଅଞ୍ଚଳର ଜଣେ ବ୍ୟକ୍ତି ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Nuapada, Nuapada | Sep 26, 2025
ଆଜି ସନ୍ଧ୍ୟା ଛଅଟା ସମୟରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଉଦ୍ୟାନବନ୍ଧ ଅଂଚଳ ର ଜଣେ ବ୍ୟକ୍ତି କୌଣସି କାରଣ ରୁ ଘରେ ଥିବା କୀଟ ନାଶକ ପିଇ ଦେବାରୁ ଗୁରୁତର ହୋଇପଡ଼ିଥିଲେ।ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହି ଚିକିତ୍ସାଧୀନ ହେବାକୁ ପରାମର୍ଶ ଦେଇଛନ୍ତି।
Read More News
T & CPrivacy PolicyContact Us