Install App
santoshbaral67
This browser does not support the video element.
ପିପିଲି: ଦାସିଆ ପୀଠ ପରିସରରେ ପୁର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ୫ମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ,ଯୋଗଦେଲେ ପୁର୍ବତନ ବିଧାୟକ
Pipili, Puri | Oct 4, 2025
ଆଜି ମଧ୍ୟାହ୍ନ ୧୨ଟାରେ ପିପିଲିର ପୁର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ୫ମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପିପିଲି ବ୍ଲକ୍ ଅନ୍ତର୍ଗତ ଦାସିଆ ପୀଠ ପରିସରରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପିପିଲିର ପୁର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ସମେତ ବହୁ ମାଣ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ମହାରଥୀଙ୍କ ସ୍ମୁତି ଚାରଣ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!