This browser does not support the video element.
ଭଞ୍ଜନଗର: ଭଂଜନଗର ଏନଏସିକୁ ମ୍ୟୁନିସପାଲିଟିର ମାନ୍ୟତା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ
Bhanjanagar, Ganjam | Aug 31, 2025
ଭଂଜନଗର ଏନଏସିକୁ ମ୍ୟୁନିସପାଲିଟିର ମାନ୍ୟତା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘୋଷଣା କରିଥିବା ବେଳେ ଭଂଜନଗର ଏନଏସିକୁ ମଧ୍ୟ ମ୍ୟୁନିସପାଲିଟି ଘୋଷଣା କରିଛନ୍ତି । ଯାହାକୁ ନେଇ ଭଂଜନଗର ସହରବାସୀ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଛା ଜଣାଇବା ସହ ଜଣେ ଯୁବ ସମାଜସେବୀ ଅ।ଜି ଦିନ ତିନିଘଣ୍ଟ ସମୟରେ ନିଜର ମତାମତ ରଖିଛନ୍ତି । ତେବେ ବହୁ ବର୍ଷ ହେବ ଭଂଜନଗର ଏନଏସିକୁ ମ୍ୟୁନିସପାଲିଟି ଘୋଷଣା ପାଇଁ ଦାବି ହୋଇ ଅ।ସୁଥିବା ବେଳେ ତାହା ଅ।ଜି ପୂରଣ ହୋଇପାରିଛି ।