Download Now Banner

This browser does not support the video element.

ନୂଆପଡା: ସଦର ଥାନା ରୁ ନୂଆପଡ଼ା ପୋଲିସ ର ସନ୍ ଡେ ଅନ ସାଇକଲ କାର୍ଯ୍ୟକ୍ରମ ଅନୁଷ୍ଠିତ

Nuapada, Nuapada | Aug 24, 2025
ଆଜି ସକାଳ ସାତଟା ରୁ ନୂଆପଡ଼ା ପୋଲିସ ର ଯବନ ମାନେ ନୂଆପଡ଼ା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ କୁମାର ନାୟକ ଙ୍କ ନେତୃତ୍ୱରେ ଫିଟ୍ ଇଣ୍ଡିଆ ସାଇକଲ ଡ୍ରାଇଭ୍ ରେ ବାହାରି ନୂଆପଡ଼ା ସହର ପରିକ୍ରମା କରିଥିଲେ।ନିଜକୁ ଫିଟ୍ ରଖିବା ପାଇଁ ପ୍ରତ୍ୟହ ଅଧଘଣ୍ଟା ସାଇକେଲ ଚଳାଇବା ପାଇଁ ଶପଥ ନେଇଥିଲେ।
Read More News
T & CPrivacy PolicyContact Us