Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ବୁଢ଼ୀଖମାରି ଅଞ୍ଚଳରେ ତାଳାବନ୍ଦ ଘରୁ ସୁନା ଅଳଙ୍କାର ଚୋରି ନେଇ ଭଞ୍ଜପୁର ଥାନାରେ ଅଭିଯୋଗ

Baripada M, Mayurbhanj | Oct 1, 2025
ବାରିପଦାରେ ଚୋରି ଓ ଛିନତାଇ ଗ୍ୟାଙ୍ଗ କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଛନ୍ତି। ଦୁର୍ଗା ପୂଜା ପାଇଁ ବୁଲିବାକୁ ଯାଇଥିବା ବେଳେ ତାଳାବନ୍ଦ ଘରୁ ଚୋରି କରିଛନ୍ତି। ଏନେଇ ବୁଢ଼ୀଖମାରି ଅଞ୍ଚଳର ପ୍ରବୋଧ କୁମାର ଘଣା ଭଞ୍ଜପୁର ଥାନାରେ ମଙ୍ଗଳବାର ରାତି ପ୍ରାୟ ୧୦.୩୦ଟାରେ ଅଭିଯୋଗ କରିଛନ୍ତି।
Read More News
T & CPrivacy PolicyContact Us