This browser does not support the video element.
ବରଗଡ: ବିଦ୍ୟୁତ ବିଭାଗ ପକ୍ଷରୁ ଭଟଲି ଛକ ସମେତ ଅନେକ ସ୍ଥାନରେ ବିଦ୍ୟୁତ ସେବା ବନ୍ଦ ନେଇ ଜରୁରୀ ସୂଚନା ପ୍ରଦାନ କରାଗଲା
Bargarh, Bargarh (Baragarh) | Sep 11, 2025
ବରଗଡ଼ ସହରର ବିଭିନ୍ନ ଏରିଆରେ ବିଦ୍ୟୁତ କାଟକୁ ନେଇ ଗୁରୁବାର ସନ୍ଧ୍ୟା 6 ଘଣ୍ଟା ସମୟରେ ଜରୁରୀ ସୂଚନା ପ୍ରଦାନ କଲା ବିଦ୍ୟୁତ ବିଭାଗ | ବରଗଡ଼ ସହରରେ ଦୁର୍ଗା ପୂଜା ଉପଲକ୍ଷେ ବିଦ୍ୟୁତ କାର୍ଯ୍ୟର ରକ୍ଷଣା ବେକ୍ଷଣ ପାଇଁ ଆସନ୍ତା କାଲି ସକାଳ 8 ଘଣ୍ଟା ସମୟରୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ବୋଲି ଆଜି ଜରୁରୀ ସୂଚନା ଦିଆଯାଇଛି l ତେବେ ସହରର ନିଗମାନନ୍ଦ ବିହାର,ଭାରତୀ ନଗର,ଭଟଲି ଛକ,ଆଳୁ ଗୋଦାମ, ନୁଆଁପଡା,ଫାଣ୍ଡି ଏରିଆ,ଖଜୁରଟିକ୍ରା,ବ୍ରହ୍ମକୁମାରୀ ଲାଇନ,ପୁରୁଣା ଫିଉଜ କଳ,ବିଶି ପଡା,ପଠାନ ପଡା,କେଶବ ନଗର,ସହରାପଡା, ନଦୀ ପଡା,ଲମ୍ବା ବିଲଡିଙ୍ଗ