Download Now Banner

This browser does not support the video element.

ବଲାଙ୍ଗୀର: ରେଳୱେ ଟ୍ରେକରେ ବଘାପାଲି ଗ୍ରାମର ଯୁବକଙ୍କ ମୃତ୍ୟୁ ବୁଢ଼ୀ ମା’ଙ୍କ କୋଳକୁ ଫେରୁଥିବା ପୁଅର ମୃତ୍ୟୁ ପରେ ଆଖିଦାନ କଲେ ପରୀବାର

Balangir, Balangir | Aug 24, 2025
ନୂଆଖାଇ ପାଇଁ ନିଜ ବୁଢ଼ୀ ମା’ଙ୍କ କୋଳ କୁ ଫେରୁଥିବା ରୋଜଗାରିଆ ପୁଅର ଜୀବନ ସମାପ୍ତ, ଆଖିଦାନରେ ଅନ୍ୟମାନଙ୍କ ଦୃଷ୍ଟିରେ ଜୀବନ୍ତ ବଲାଙ୍ଗୀର। ଟିଟଲାଗଡ ରେଳୱେ ଟ୍ରେକରେ ଘଟିଥିବା ଏକ ଦୁର୍ଘଟଣାରେ ଲୋଇସିଂହା ବ୍ଲକ ମନହିରା ପାଞ୍ଚାୟତର ବଘାପାଲି ଗ୍ରାମର ଯୁବକ ପିଣ୍ଟୁ ବଡକାଙ୍କ ମୃତ୍ୟୁ ଘଟିଛି। ସୁରତରୁ ନୂଆଖାଇ ପାଇଁ ବୁଢ଼ୀ ମା’ଙ୍କ କୋଳକୁ ଫେରୁଥିବା ପରିବାରର ଏକମାତ୍ର ରୋଜଗାରିଆ ପୁଅଙ୍କ ଏହି ମୃତ୍ୟୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। କିନ୍ତୁ, ଦୁଃଖର ଏହି କଷ୍ଟଦାୟକ ଘଡ଼ିରେ ପିଣ୍ଟୁଙ୍କ ପରିବାର ମହାନ ନିଷ୍ପତ୍ତି ନେଇଛନ୍ତି। ସେମାନେ ପୁଅଙ୍କ ଆଖି ଦାନ
Read More News
T & CPrivacy PolicyContact Us