This browser does not support the video element.
ସିମୁଳିଆ: ମହୁଲଶିକଡ଼ ଗ୍ରାମର ଜଣଙ୍କ ଘରୁ ୨୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବିସ୍ଫୋରକ ଜବଦ କଲେ ଏସଡିପିଓ
Similia, Balasore | Aug 23, 2025
20 ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ବିସ୍ପୋରକ ଜବଦ lଖଇରା ଥାନା ଅନ୍ତର୍ଗତ ଜୟଗଡ ନିକଟସ୍ଥ ମହୁଲଶିକଡ ଗାଁ ରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜଵଦ କଲେ ନୀଳଗିରି ଏସଡିପିଓ ପ୍ରମୋଦ କୁମାର ମଲ୍ଲିକ। ଜିଲୋଟିନ ସହିତ ହାଇ ଓ ଲୁ ଏକ୍ସକ୍ଲୋସିଭ ପ୍ୟାକେଟ ଜଵଦ। ବେଆଇନ ଭାବେ ଗଚ୍ଛିତ ରଖି ଶାରିଶୁଆ ପାହାଡ଼ ରେ ବ୍ୟବହାର କରାଯାଇ ବ୍ୟବହାର କରାଯାଉଥିବା ର ପୋଲିସ ନିକଟରେ ଅଭିଯୋଗ ହୋଇଥିଲା।ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ର ହେବା ନେଇ ସୂଚନା ଦେଇଛନ୍ତି ଏସ୍ଡ଼ିପିଓ, ଏହି ଚଢ଼ାଉ ଆଜି ଶନିବାର ରାତି 7 ଘଟିକା ପର୍ଯ୍ୟନ୍ତ ଚାଲୁ ରହିଥିଲା l