Download Now Banner

This browser does not support the video element.

ଛତ୍ରପୁର: ମା ରାମଚଣ୍ଡୀ ମନ୍ଦିର ପରିଦର୍ଶନ କଲେ ବିଜେପି ରାଜ୍ଯ ଉପସଭାପତି ଓ ଛତ୍ରପୁର ବିଧାୟକ

Chhatrapur, Ganjam | Sep 6, 2025
ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ନିକଟସ୍ଥ ମା ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ।ଶ୍ରୀ ମହାପାତ୍ରଙ୍କୁ ମନ୍ଦିର କମିଟି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଶନିବାର ଅପରାହ୍ଣରେ ଶ୍ରୀ ମହାପାତ୍ରଙ୍କ ସହ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ମା ଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ମନ୍ଦିରର ଉର୍ନତିକରଣ ନେଇ ଆଲୋଚନା କରିଛନ୍ତି ଶ୍ରୀ ମହାପାତ୍ର।
Read More News
T & CPrivacy PolicyContact Us