Download Now Banner

This browser does not support the video element.

ମହୁଲପାଲି: କବରିବାହାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ରକ୍ତଦାନ ଶିବିର ଅନୁଷ୍ଠିତ

Mahulpalli, Sambalpur | Sep 20, 2025
ବାମରା ବ୍ଲକ କେଶାଇବାହାଲ ବିଜେପି ମଣ୍ଡଳ ପକ୍ଷରୁ କବରିବାହାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସେବା ପକ୍ଷ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶନିବାର ସକାଳ ୧୦ ଟାରୁ ସନ୍ଧ୍ୟା ୬ ଟା ମଧ୍ୟରେ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ରେ ବାମରା ବ୍ଲକ ଅଧ୍ୟକ୍ଷା ପିଙ୍କି ଧୁରୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସାହିତ କରିଥିଲେ। ଉକ୍ତ ଶିବିର ରେ ମୋଟ ୭୮ ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।
Read More News
T & CPrivacy PolicyContact Us