Download Now Banner

This browser does not support the video element.

ବାଲିଗୁଡା: ବାଲିଗୁଡା ର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର କୁମାର ପାଣିଗ୍ରାହ ବିୟୋଗ ରେ ବାଲିଗୁଡା ରେ ଶୋକରଛାୟା

Baliguda, Kandhamal | Sep 1, 2025
ବାଲିଗୁଡା ,୦୧/୦୯(ଓଡିଶା ନିୟୁଜ) କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର କୁମାର ପାଣିଗ୍ରାହୀ (୭୫ )ଙ୍କ ଆଜି ପୂର୍ବାହ୍ନ ୨ ସମୟରେ ବ୍ରହ୍ମପୁର ର ଏକ ଘରୋଇ ମେଡିକାଲ ରେ ଦେହାନ୍ତି ହୋଇଯାଇଛି । କିଛି ଦିନ ହେବ ଶ୍ବାସ ଜନିତ ସମସ୍ୟା ଦେଖାଦେବାରୁ ପ୍ରଥମେ ବାଲିଗୁଡା ମେଡିକାଲ ପରେ ବ୍ରହ୍ମପୁର ର ଏକ ଘରୋଇ ମେଡିକାଲ ରେ ଚିକିଶ୍ଚିତ ହେଉଥିଲେ । ସ୍ବର୍ଗତ ପାଣିଗ୍ରାହୀ ଦୀର୍ଘ ୫ ଦଶନ୍ଧି ଧରି କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ସ୍ତରୀୟ ସମ୍ବାଦିକତା କରିଆସୁଥିଲେ । ଜିଲ୍ଲାର ବହୁ ସାମ୍ବାଦିକ ତାଙ୍କର ପ୍ରେରଣା ରେ ସାମ୍ବାଦିକ ହୋଇଛନ୍ତି । ସେ କେବବଳ ସାମ୍ବାଦିକ ନଥୁଲେ
Read More News
T & CPrivacy PolicyContact Us