Download Now Banner

This browser does not support the video element.

ବାଙ୍ଗିରିପୋଷି: ଶିମିଳିପାଳ ସୁରକ୍ଷାକୁ ନେଇ ଆଗାମୀ ଚଳ ଚିତ୍ର ର ବାଙ୍ଗିରିପୋଷି ସ୍ଥିତ ଦ୍ଵାର ଶୁଣି ମନ୍ଦିର ରେ ହେଲା ମହୁରତ

Bangiriposi, Mayurbhanj | Jul 13, 2025
ପରିବେଶ ସୁରକ୍ଷା ସହିତ ଜଙ୍ଗଲ,ପାହାଡ଼ ପର୍ବତ କୁ କୌଣସି ପ୍ରକାରର କ୍ଷତି ନ ପହଞ୍ଚାଇ ଅସରନ୍ତି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ଗନ୍ତାଘର ଆମ ମୟୁରଭଞ୍ଜରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ଓ ବନ୍ୟଜାତ ଦ୍ରବ୍ୟର ବ୍ୟବହାର କୁ ନେଇ ଭଞ୍ଜସେନା ପକ୍ଷରୁ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ପରିକଳ୍ପନା, ପୂର୍ବ ଘୋଷିତ "ଆନ୍ଦୋଳନ" ନାମକ ଏକ ଜନସଚେତନତା ଉଦ୍ଦେଶ୍ୟରେ ହେବାକୁ ଥିବା ଆଗାମୀ ଚଳଚ୍ଚିତ୍ର ସୁଟିଂ କାର୍ଯ୍ୟ ପାଇଁ ଆଜି ବାଙ୍ଗିରିପୋଷି ସ୍ଥିତ ମାଆ ଦ୍ଵାରଶୁଣି ମନ୍ଦିରରେ ଦିବା 2 ଘଟିକା ସମୟରେ ମହୁରତ ସହିତ ପୂଜା ଅର୍ଚ୍ଚନା କରାଯାଇଛି।
Read More News
T & CPrivacy PolicyContact Us