Download Now Banner

This browser does not support the video element.

ଜୟପୁର: ଛାତ୍ର ସାଂସଦ ନିର୍ବାଚନ କରିବା ପାଇଁ ଜୟପୁର ଛାତ୍ରବାସ ଠାରେ ଦାବି କଲେ ପୂର୍ବ ତନ ଛାତ୍ର ନେତା

Jeypore, Koraput | Sep 9, 2025
ଛାତ୍ର ସାଂସଦ ନିର୍ବାଚନ ହେଉନି। ନୂଆଁ ନେତା ସୃଷ୍ଟି ହେଉ ନାହାନ୍ତି। ତେଣୁ 50 ବର୍ଷ ଟୋକା ଛାତ୍ର ସଭାପତି। 56 ବର୍ଷ ବର୍ଷ ଟୋକା ଯୁବ ସଭାପତି ହେଉଛନ୍ତି। ଛାତ୍ର ସାଂସଦ ନିର୍ବାଚନ କରାଇବାକୁ ସରକାରଙ୍କ ନିକଟରେ ଆଜି ଅପରାହ୍ନ 2ଟା ସମୟରେ ଛାତ୍ରା ବାସ ରେ ପୂର୍ବତନ ଛାତ୍ର ନେତା ସୂର୍ଯ୍ୟ ପଟ୍ଟନାୟକ ଦାବି କଲେ।
Read More News
T & CPrivacy PolicyContact Us