Download Now Banner

This browser does not support the video element.

ଭଟଲି: ଭଟଲି ବ୍ଳକ ସମ୍ମୁଖରେ ଧାରଣା ରେ ବସିଲେ GPLF ମିଶନଶକ୍ତି କର୍ମୀ ସଂଘ ର ସଭ୍ୟା

Bhatli, Bargarh (Baragarh) | Sep 26, 2025
ଭଟଲି ବ୍ଳକ ସମ୍ମୁଖରେ ଧାରଣା ରେ ବସିଲେ GPLF ମିଶନଶକ୍ତି କର୍ମୀ ସଂଘ ର ସଭ୍ୟା ଭଟଲି ବ୍ଲକରେ ବ୍ଳକ ସ୍ତରୀୟ GPLF ମିଶନ ଶକ୍ତି ଜର୍ମୀ ସଂଘ ଭଟଲି ପକ୍ଷରୁ ଆଜି ଶୁକ୍ରବାର ସକାଳ ୧୦ ଟାରେ ଭଟଲି କୁଶନପୁରୀ ବିଜୟା ଛକ ରେ ଥିବା ଶନି ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ସ୍ଲୋଗାନ ଦେଇ ଭଟଲି ବ୍ଲକର ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ  ଗୋଷ୍ଠୀ ସହାୟିକା ମାନଙ୍କର ସ୍ଥାୟୀ ପାରିଶ୍ରମିକ ପ୍ରାପ୍ତି ପାଇଁ ମାସିକସ୍ଥାୟୀ ପାରିଶ୍ରମିକପ୍ରଦାନ,ଛଅ ମାସର ବକେୟା ରାଶି, ପୂର୍ବପରି ସ୍ଥାୟୀଦରମା ଆଦି ଦାବୀନେଇ ଧାରଣା ରେ ବସିଥିଲେ।
Read More News
T & CPrivacy PolicyContact Us