This browser does not support the video element.
ଢେଙ୍କାନାଳ ସଦର: ଭାପୁର ସେବା ସମବାୟରେ ସାର ପାଇଁ ଚାଷି ଉତ୍ତେଜନା
Dhenkanal Sadar, Dhenkanal | Sep 13, 2025
ଢେଙ୍କାନାଳ ଜିଲ୍ଲାରେ ଚଳିତ ବର୍ଷ ସାର ପାଇଁ ଚାଷି ବହୁ ହନ୍ତସନ୍ତ ହୋଇଥିଲେ । ବହୁ ଅଭିଯୋଗ ପରେ ସରକାରଙ୍କ ପକ୍ଷରୁ ଚାଷିମାନଙ୍କ ପାଇଁ ଭାପୁର ସେବା ସମବାୟକୁ ସାର ଆସିଛି । ଭାପୁର ଅଞ୍ଚଳର ଚାଷିମାନେ ସାର ଆସିଥିବା ଖବର ପାଇ ସେବା ସମବାୟରେ ଶହଶହ ଚାଷି ଆସି ଅପେକ୍ଷା କରିଥିଲେ ମଧ୍ୟ ସରକାରୀ ବାକୁ ମାନଙ୍କର ଦେଖାନ ଥିଲା। ଏହି ପରିସ୍ଥିତିରେ ଦିନ ୧୧ଟା ସମୟରେ ଚାଷିମାନଙ୍କ ମଧ୍ୟରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।