Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଝାଲିପଡ଼ା ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଲେ ନବରଙ୍ଗପୁରର ପୂର୍ବତନ ସାଂସଦ

Nabarangapur PS, Nabarangpur | Sep 7, 2025
ନବରଙ୍ଗପୁର ପୂର୍ବତନ ସାଂସଦ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ର ଝାଲିପଡ଼ା ଗସ୍ତ କରିଥିଲେ l ସେଠାରେ ଅନୁଷ୍ଠିତ ଗଣେଶ ପୂଜାରେ ଏକ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସେଠାରେ ମୁଖ୍ୟ ଅତିଥିଭାବେ ଉପସ୍ଥିତ ରହିଥିଲେ ଗଜାନନ ଙ୍କ ପାଖରେ ଅଞ୍ଚଳର ସୁଖ ସମୃଦ୍ଧି ପାଇଁ ପୂଜା ପଦ୍ଧତି କରିବା ସହ ସଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ l ଶେଷରେ ସେଠାକାର ଲୋକଙ୍କ ସହ ଗ୍ରାମରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟା ଉପରେ ଆଲୋଚନା କରିଥିଲେ l
Read More News
T & CPrivacy PolicyContact Us