This browser does not support the video element.
ତିର୍ତ୍ତୋଲ: ଖୁଣ୍ଟଳ ଗ୍ରାମର ହେମଲତା ମଲ୍ଲିକଙ୍କୁ ତାଙ୍କ ବୋହୂ ନିର୍ଯାତନା ଦେଉଥିବା ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ
Tirtol, Jagatsinghpur | Apr 18, 2024
ତାଳପଡ଼ା ପଞ୍ଚାୟତ ଖୁଣ୍ଟଳ ଗ୍ରାମର ହେମଲତା ମଲ୍ଲିକଙ୍କୁ ତାଙ୍କ ବୋହୂ ନିର୍ଯାତନା ଦେଉଥିବା ନେଇ ଗୁରୁବାର ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି । ହେମଲତାଙ୍କ ଅଭିଯୋଗ ଏହା ଯେ, ଦୀର୍ଘଦିନ ହେଲା ତାଙ୍କ ବୋହୂ ସେବା କରିବାରେ ଅବହେଳା କରିବା ସହ କଳିଝଗଡ଼ା କରୁଛନ୍ତି । ଏହାର ପ୍ରତିବାଦ କଲେ ତାଙ୍କୁ ବିଭିନ୍ନ ପ୍ରକାରର ନିର୍ଯାତନା ଦେଇଥାନ୍ତି। ଏଥିରେ ଅତିଷ୍ଠ ହୋଇ ସେ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି ।