Install App
santosh0986416
This browser does not support the video element.
ନର୍ଲା: ଦୋରା ପଦର ଗ୍ରାମର ଗୁଣି ଗାରେଡ଼ି କୁ ନେଇ ଆକ୍ରମଣ ଉଦ୍ୟମ ଘଟଣା ଆଜି ପୋଲିସ୍ ହସ୍ତକ୍ଷେପ ପରେ ଉଭୟପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ସୂଚନ।
Narala, Kalahandi | Oct 9, 2025
ଗତ ମଙ୍ଗଳବାର ଦିନ ରାତ୍ର ସମୟରେ ଦୋରା ପଦର ଗ୍ରାମର ତନୁ ମାଝୀ ଙ୍କ ଝିଅ ଙ୍କୁ ଜନକ ପଧାନ ନାମକ ବ୍ୟକ୍ତି ଗୁଣି ଗାରେଡ଼ି କରିଥିବା ସନ୍ଦେହ କରି ଜୀବନରେ ମାରି ଦେବା ଉଦ୍ଦେଶ୍ୟରେ ଘରକୁ ଯାଇ ଆକ୍ରମଣ ଉଦ୍ୟମ କରିଥିବା ଘଟଣା କୁ ନେଇ ଥାନାରେ ଅଭିଯୋଗ କରିଥିଲେ ଜନକ ଙ୍କ ମାଆ ଅଭିଯୋଗ ପରେ ଆଜି ଅପରାହ୍ନ ତିନିଟା ସମୟରେ ପୋଲିସ ଗାଁ କୁ ଯାଇ ଉଭୟ ପକ୍ଷ ଙ୍କୁ ବୁଝା ଇ ବା ପରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ସୂଚନା ମିଳିଛି
Share
Read More News
T & C
Privacy Policy
Contact Us
Your browser does not support JavaScript!