This browser does not support the video element.
ଭଞ୍ଜନଗର: ଗଂଜାମ ଜିଲ୍ଲା ଭଂଜନଗର ସହରର ବିଭିନ୍ନ ସ୍ତାନରେ ଗଣେଶ ପୂଜା ବଡ ଧୂମଧାମର ସହ ପାଳନ ହୋଇଯାଇଛି ।
Bhanjanagar, Ganjam | Aug 27, 2025
ଗଂଜାମ ଜିଲ୍ଲା ଭଂଜନଗର ସହରର ବିଭିନ୍ନ ସ୍ତାନରେ ଗଣେଶ ପୂଜା ବଡ ଧୂମଧାମର ସହ ପାଳନ ହୋଇଯାଇଛି । ଏହି ଗଣେଶ ପୂଜା ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ଶିକ୍ଷା ଅନୁଷ୍ଠାନରେ ପାଳନ ହୋଇଯାଇଥିବା ବେଳେ ଅ।ଜି ସଂଧ୍ୟା 5 ଘଣ୍ଟ ସମମୟରେ ବିଭିନ୍ନ ମେଢରେ ଭକ୍ତଙ୍କ ଭିଡ ଲାଗିଥିବାର ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳାର ସହ ଗଣେଶ ପୂଜାକୁ ସମାପନ କରିବା ପାଇଁ ଭଂଜନଗର ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ତାନରେ ମଧ୍ୟ ପୋଲିସ ମୁତୟନ କରାଯାଇଥିବାର ଖବର ମିଳିଛି ।