Download Now Banner

This browser does not support the video element.

ବୌଦ୍ଧ ସଦର: ବାଲିପୁର ଗ୍ରାମକୁ ଯାତାୟାତ ପାଇଁ ରାସ୍ତା ଓ ପୋଲ ନଥିବାରୁ ଗ୍ରାମବାସୀ କଲେ ଅଭିଯୋଗ #janasamsya

Baudh Sadar, Boudh (Bauda) | Sep 5, 2025
ଆଜି ସକାଳ ୯ଟା ସମୟରେ ହରାଭଙ୍ଗା ବ୍ଲକ ଅନ୍ତର୍ଗତ ବାଲିପୁର ଗ୍ରାମ ବାସି ଗଣ ମଧ୍ୟମରେ, ନିଜ ଗାଆଁକୁ ଜାତା୍ୟାୟ ପାଇଁ ରାସ୍ତା ଓ଼ ନାଳରେ ପୋଲ ନେଇ ଅଭିଯୋଗ l ସରକାର ବଦଳିଛି କିନ୍ତୁ ବିକାଶ ଚିତ୍ର ବଦଳି ପାରୁନାହିଁ, ନୂତନ ଭାବେ ସରକାର ଆସିଥିବା ସରକାର ସବୁବେଳେ ଲୋକଙ୍କ ସରକାର କହୁଛି! ଏବଂ ଯୋଜନା ପରେ ଯୋଜନା ଆଣୁଛନ୍ତି! ଏପରିକି ଗମନା ଗମନ ପାଇଁ ସରକାର ପ୍ରାଧ୍ୟାନ୍ୟ ଦେଇଆସୁଥିବା ବେଲେ ତାହା ଠିକ ଭାବରେ ତୃଣ ମୂଳ ସ୍ତରରେ ପହଞ୍ଚି ପାରୁନାହିଁ l
Read More News
T & CPrivacy PolicyContact Us