This browser does not support the video element.
ଜୁନାଗଡ: ଚପୁରିଆ ଗାଁ ରେ ବିବାହିତ ମହିଳା ଙ୍କୁ ଦୁଷ୍କର୍ମ ଅଭିଯୋଗ,ବିବାହିତ ପୁରୁଷ ଙ୍କୁ ଗିରଫ ଓ କୋର୍ଟ ଚାଲାଣ
Junagarh, Kalahandi | Sep 7, 2025
କେଗାଁ ଥାନା ଅନ୍ତର୍ଗତ ଚପୁରିଆ ଗାଁ ରେ ଜଣେ ବିବାହିତ ପୁରୁଷ ଉକ୍ତ ଗ୍ରାମର ଜଣେ ଵିଵାହିତ ମହିଳା ଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ପରେ କେଗାଁ ଥାନା ପୁଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଉକ୍ତ ଗ୍ରାମର ନୂତନ ବାଗ।ଅନ୍ୟପଟେ ରବିବାର ଅପରାହ୍ନ ୩ ଟା ରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ନେଇ କେଗାଁ ଥାନା ସବ ଇନ୍ସପେକ୍ଟର ଅନିଲ କୁମାର ପାଢୀ ସୂଚନା ଦେଇଛନ୍ତି ।