Install App
parikhita02
This browser does not support the video element.
ଆଠମଲ୍ଲିକ: ଯୁବକ ଙ୍କୁ ଘରେ ପୁରାଇ ତାଲା ପକାଇଦେବା ଅଭିଯୋଗ ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ବଇସିଣ। ଗ୍ରାମରେ ରାଣୀ ଭୁଇଁ ଗ୍ରାମର ରମାକାନ୍ତ ସାହୁ ଙ୍କୁ
Athmallik, Angul | Aug 28, 2025
ଜଣେ ଯୁବକ ଘରେ ପୁରାଇ ତାଲା ପକାଇ ଦେଇଥିବା ରମାକାନ୍ତ ହଣ୍ଡପା ଥାନା ରେ ବୁଧବାର ଦିନ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କୁ ଭୀତି କରି ପୋଲିସ ନମ୍ବର ୩୧୮/୨୫ ରେ ଏକ ମାମଲା ରୁଜୁ କରିଛି । ପୋଲିସ କହିଛି ଯେ ଉକ୍ତ ଯୁବକ ଙ୍କୁ ବଇସିଣା ଗ୍ରାମରୁ କଲ କରା ଯାଇ ଏକ ଆଲୋଚନା ପାଇଁ ଡକା ଯାଇଥିଲା । ପରେ ତାଙ୍କୁ ଘରେ ପୁରାଇ ତାଲା ପକାଇ ଦେଇଥିବା ଅଭିଯୋଗ ପତ୍ର ରେ ଉଲେଖ କରାଯାଇଛି । ଏ ନେଇ ହଣ୍ଡପା ପୋଲିସ ଗୁରୁବାର ଦିନ ଅପରାହ୍ନ 3.30 ର
Share
Read More News
T & C
Privacy Policy
Contact Us
Your browser does not support JavaScript!