Download Now Banner

This browser does not support the video element.

ନର୍ଲା: ନର୍ଲା ସ୍ଥିତ ମାଉନଣ୍ଟେନ କିଡସ ସ୍କୁଲ ନିକଟରେ ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ମୃତ ପୋଲିସ୍ ର ତଦନ୍ତ

Narala, Kalahandi | Sep 9, 2025
ଆଜି ମଙ୍ଗଳବାର ଅପରାହ୍ନ ପ୍ରାୟ ଦୁଇ ଘଣ୍ଟା ସମୟରେ ନର୍ଲା ସ୍ଥିତ ମାଉଣ୍ଟେନ କିଡ୍ସ ସ୍କୁଲ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଚାଳକ କୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ କରିଥିଲା ଏହି ଦୁର୍ଘଟଣାରେ ବାଇକ୍ ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ଏହି ଘଟଣା କୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି
Read More News
T & CPrivacy PolicyContact Us