This browser does not support the video element.
ସିମୁଳିଆ: ମାର୍କୋଣା ଷ୍ଟେସନ ନିକଟରେ ଅବକାରୀ ବିଭାଗ ଚଢ଼ାଉ 210ଗ୍ରାମ ବ୍ରାଉନସୁଗାର ଜବଦ ଦୁଇ ଜଣ ଗିରଫ,
Similia, Balasore | Sep 11, 2025
ଅବକାରୀ ବିଭାଗ ପକ୍ଷରୁ ବଡ଼ ଚଢ଼ାଉ, 210 ଗ୍ରାମ ବ୍ରାଉନସୁଗାର ଜବଦ ଦୁଇ ଜଣ ଙ୍କୁ ଗିରଫ କଲା ଅବକାରୀ ବିଭାଗ l ଖଇରା ଅବକାରୀ ଅଧିକାରୀ ସୁରଜ କୁମାର ଟୀଗା ନେତୃତ୍ୱ ରେ ଗତକାଲି ବିଳମ୍ବିତ ରାତିରେ ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ଷ୍ଟେସନ ନିକଟରେ ଏକ ବାଇକ ରେ ବ୍ରାଉନସୁଗାର ଧରି ଦୁଇ ଜଣ ଛିଡା ହୋଇଥିବା ବେଳେ ଅବକାରୀ ବିଭିନ୍ନ ବିଶେଷ ସୂତ୍ରରୁ ଖବର ପାଇ ଅଚାନକ ଚଢ଼ାଉ କରିଥିଲା l ଗିରଫ ହୋଇଥିବା ଦୁଇ ଜଣ ହେଲେ ମାର୍କୋଣା ଅଂଚଳ ର l ଜବଦ ବ୍ରାଉନସୁଗାର ର ମୂଲ୍ୟ 21ଲକ୍ଷ 80ହଜାର ଟଙ୍କା, ଗିରଫ ଦୁଇ ଜଣ ଙ୍କୁ ଆଜି ଗୁରୁବାର ଅପରାହ୍ନ 3 ଘଟିକା ସମୟ ରେ କୋର୍ଟ ଚାଲାଣ କରିଛନ l