Download Now Banner

This browser does not support the video element.

ବଡଚଣା: ୧୬ନଂ ଜାତୀୟ ରାଜପଥର ଛତିଆ ମେଡିକାଲ ସମ୍ମୁଖରେ ଓଲଟିଲା କ୍ଯାପିସିକମ୍ ବୋଝେଇ ଟାଟା ଏସି

Badachana, Jajpur | Apr 1, 2024
ସୋମବାର ଭୋର ୪ ଘଣ୍ଟିକା ସମୟରେ ୧୬ନଂ ଜାତୀୟ ରାଜପଥର ଛତିଆ ମେଡିକାଲ ସମ୍ମୁଖରେ ଏକ କ୍ଯାପିସିକମ୍ ବୋଝେଇ ଟାଟା ଏସି ଦୁର୍ଘଟଣାଗ୍ରସ୍ତ, ଜଣେ ଆହତ ହୋଇଥିବା ଜଣାପଡିଛି। ଖବର ପାଇ ଛତିଆ ବିଟ୍ ହାଉସ ଅଧିକାରୀ ମହେନ୍ଦ୍ର କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ପଠାଇବା ସହିତ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।
Read More News
T & CPrivacy PolicyContact Us