This browser does not support the video element.
ଝାରସୁଗୁଡା: BTMରେ ଝାରସୁଗୁଡା ପୌରପାଳିକାର ନୂତନ କାର୍ଯ୍ୟାଳୟ ଓ ହଟଲିପଡ଼ାରେ ମାର୍କେଟ କମ୍ପ୍ଲେକ୍ସ ପାଇଁ ସ୍ଥାନ ପରିଦର୍ଶନ କଲେ ଝାରସୁଗୁଡା ଜିଲ୍ଲାପାଲ
Jharsuguda, Jharsuguda | Sep 2, 2025
ଝାରସୁଗୁଡା ଜିଲ୍ଲା ବିଟିଏମ ଠାରେ ଝାରସୁଗୁଡା ପୌରପାଳିକାର ନୂତନ କାର୍ଯ୍ୟାଳୟ ପାଇଁ ପ୍ରସ୍ତାବିତ ସ୍ଥାନ ଓ ହଟଲିପଡ଼ାରେ ନିର୍ମାଣ ହେବାକୁ ଥିବା ମାର୍କେଟ କମ୍ପ୍ଲେକ୍ସ ପାଇଁ ଆଜି ଦିନ ତିନିଟା ସମୟରେ ସ୍ଥାନ ପରିଦର୍ଶନ କଲେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ। ତେବେ ପ୍ରସ୍ତାବିତ ସ୍ଥାନକୁ ପରିଦର୍ଶନ କରିବା ସହିତ ଅଧିକାରୀଙ୍କ ସହ ଝାରସୁଗୁଡା ଜିଲ୍ଲାପାଳ ଆଲୋଚନା କରିଥିଲେ। ଏହା ସହିତ ବିଟିଏମରେ ଭେଣ୍ଡିଙ୍ଗ ଜୋନ କାର୍ଯ୍ୟକ୍ଷମ କରାଯିବା ଏବଂ ଉଠା ଦୋକାନୀଙ୍କ ଥଇଥାନ ପାଇଁ ପଦକ୍ଷେପ ନେବାକୁ ପୋୖର ନିର୍ବାହୀ ଅଧିକାରୀଙ୍କୁ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ