Download Now Banner

This browser does not support the video element.

ଦଶପଲ୍ଲା: ଭୋଗରା ଛକ ସନ୍ନିକଟରେ ବିଜେଡିର ଆଶୀର୍ବାଦ ସମାବେଶ ଅନୁଷ୍ଠିତ

Dasapalla, Nayagarh | Apr 18, 2024
ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଭୋଗରା ଛକ ସନ୍ନିକଟରେ ବିଜେଡିର ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପାଇଁ ଆଶୀର୍ବାଦ ସମାବେଶ ଗୁରୁବାର ଦିନ ଅପରାହ୍ନ ୪ ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଂସଦ ଡ. ଅଚ୍ୟୁତ ସାମନ୍ତ ଓ ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କୁ ପୁନର୍ବାର ଯଥାକ୍ରମେ ସାଂସଦ ଓ ବିଧାୟକ ପ୍ରାର୍ଥି କରିଥିବାରୁ କୃତଜ୍ଞତା ଅର୍ପଣ କରାଯାଇଥିଲା। ଉପସ୍ଥିତ ଅଛନ୍ତି। ମଞ୍ଚରେ ଡ ଅଚ୍ୟୁତ ସାମନ୍ତ, ବିଧାୟକ ରମେଶ ବେହେରା, ଶ୍ରୀହରି ନାୟକ ୩ ଗୋଟି ବ୍ଲକର ଅଧ୍ୟକ୍ଷା , ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷା, କାଉନସିଲର ପ୍ରମୁଖ ଉପସ୍ଥିତ ଥିଲେ l
Read More News
T & CPrivacy PolicyContact Us