Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ନେଇ ବୈଠକ ଅନୁଷ୍ଠିତ

Paralakhemundi, Gajapati | Jul 16, 2024
ଗଜପତି ଜିଲ୍ଲା ପାଳ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ସନ୍ଧ୍ୟା 5ଟା ରେ ପ୍ରଧାନମନ୍ତ୍ରୀ ଫସଲ ଵିମ କୁ ନେଇ ତଦାରଖ କମିଟି ର ବୈଠକ ଅନୁଷ୍ଠିତ ହେଇଛି ଜିଲ୍ଲା ପାଳ ସ୍ମୃତି ରଞ୍ଜନ ପ୍ରଧାନ ଙ୍କ ପରିଚାଳନା ରେ ଏହି ବୈଠକ ସମସ୍ତ କୃଷି ବିଭାଗ ର ଅଧିକାରୀ ବ୍ଲକ ଓ ଜିଲ୍ଲା ସ୍ତର ର ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us